Sritesh Tripathy's nka prema Galpa (ସୀତେଶ ତ୍ରିପାଠୀଙ୍କ
- Format
- Bog, paperback
- 148 sider
Normalpris
Medlemspris
- Du sparer kr. 15,00
- Fri fragt
-
Leveringstid: 7-12 Hverdage (Sendes fra fjernlager) Forventet levering: 17-03-2026
- Kan pakkes ind og sendes som gave
Beskrivelse
ସମକାଳୀନ ଗଳ୍ପ ସାହିତ୍ୟର ଅନ୍ୟତମ ନିଷ୍ଠାପର ଓ ବ୍ୟତିକ୍ରମୀ ଉଚ୍ଚାରଣ ଶ୍ରୀ ସୀତେଶ ତ୍ରିପାଠୀ (୧୯୫୭) । କମ୍ ଲେଖ, ଭଲ ଲେଖ, ପାଠକଙ୍କୁ ବିରକ୍ତ କର ନାହିଁ - ଏଇଥିରେ ବିଶ୍ୱାସୀ କଥାକାର ଶ୍ରୀ ତ୍ରିପାଠୀ । ତାଙ୍କ ଗଳ୍ପର ଗବାକ୍ଷ ବିସ୍ତୃତ । ଗଭୀର ଜୀବନ ଦୃଷ୍ଟି, ସମ୍ବେଦନଶୀଳତା, ବିଶ୍ୱସନୀୟ ଚରିତ୍ର ଚିତ୍ରଣ ତାଙ୍କ ଗଳ୍ପସବୁକୁ ଦିଏ ପ୍ରଚୁର ପାଠକୀୟ ଆଦୃତି । ତାଙ୍କ ରଚିତ ବେଶ୍ କେତୋଟି ମନୋଜ୍ଞ ଗଳ୍ପ, ଯାହା ପ୍ରେମଗଳ୍ପ ପର୍ଯ୍ୟାୟର, ତାକୁଇ ନେଇ ସ୍ୱତନ୍ତ୍ର ସଂକଳନଟିଏ ପ୍ରକାଶ କରିବାର ଆକାଂକ୍ଷା ମୋ ଭିତରେ ସୁପ୍ତ ଭାବେ ଥିଲା ଅନେକ ଦିନୁଁ ଯା'ର ଫଳଶୃତି 'ସୀତେଶ ତ୍ରିପାଠୀଙ୍କ ପ୍ରେମଗଳ୍ପ' । ଗାଳ୍ପିକଙ୍କ ଆଉ କେତୋଟି ସଫଳ ପ୍ରେମଗଳ୍ପ କିନ୍ତୁ ସଙ୍କଳନରେ ସ୍ଥାନିତ ହୋଇପାରି ନାହିଁ, ଗାଳ୍ପିକଙ୍କ ଅନୁମତି ପ୍ରାପ୍ତ ହୋଇ ନଥିବା ହେତୁରୁ । ଉକ୍ତ ସଂକଳନ ସ୍ଥାନିତ ପ୍ରତିଟି ଗଳ୍ପରେ ପ୍ରେମର ଭିନ୍ନଭିନ୍ନ ପାଖୁଡ଼ାକୁ ଶବ୍ଦବ୍ରହ୍ମରେ ସଜାଇ ପାଠକଙ୍କ ପାଇଁ ପରଶି ଦେଇଛନ୍ତି ଗାଳ୍ପିକ ଯାହା ପାଠକଙ୍କୁ ଅବଶ୍ୟ ମୁଗ୍ଧ କରିବ ।
ଡ. ସୁନନ୍ଦା ମିଶ୍ର ପଣ୍ଡା
ସୀତେଶ ତ୍ରିପାଠୀଙ୍କ ପ୍ରେମଗଳ୍ପର
ମୁଗ୍ଧପାଠିକା ଓ ପ୍ରକାଶିକା
Detaljer
- Sidetal148
- Udgivelsesdato07-12-2024
- ISBN139781998475261
- Forlag Vidya Publishing Inc.
- FormatPaperback
- Udgave0
Størrelse og vægt
10 cm
Anmeldelser
Vær den første!