- Format
- Bog, paperback
- 312 sider
Normalpris
kr. 194,95
Medlemspris
kr. 174,95
- Du sparer kr. 20,00
- Fri fragt
-
Leveringstid: 7-12 Hverdage (Sendes fra fjernlager) Forventet levering: 09-03-2026
- Kan pakkes ind og sendes som gave
Beskrivelse
ଜୀବନଟା କାହା ପାଇଁ କେମିତି । ଜଣକ ପାଇଁ ଜୀବନ ପକ୍ଷୀର ପର ପରି ହାଲୁକା ତ ଆଉ କାହା ପାଇଁ ଗୋଟେ ଓଜନିଆ ପଥର ପରି ବୋଝ । କୁନ୍ଦେରାଙ୍କ ଦୃଷ୍ଟିରେ ଆମର ବୋଝ ଯେତିକି ଅଧିକ ହୁଏ, ମାଟି ସହିତ ଜୀବନ ସେତିକି ନିବିଡ଼ ହୁଏ । ଅପରପକ୍ଷେ ବୋଝ ନଥିଲେ ମଣିଷର ଜୀବନ ପବନ ପରି ହାଲୁକା ହେଇଯାଏ । ଉପରକୁ ଉଠିଉଠିକା ଯାଏ ଆଉ ମଣିଷର ଜୀବନ କ୍ରମଶଃ ଅର୍ଦ୍ଧସତ୍ୟ ଓ ନଗଣ୍ୟ ହେଇଯାଏ । ତେବେ ଆମେ କୋଉଟାକୁ ବାଛିବା କଥା- ହାଲୁକା ନା ଓଜନ? ତାଙ୍କର ବହୁ ଚର୍ଚ୍ଚିତ ଉପନ୍ୟାସ 'The Unbearable Lightness of Being' ରେ ଏପରି ଏକ ଜୀବନ ଦର୍ଶନକୁ ଏକ ଭିନ୍ନ ଶୈଳୀରେ ଅବତାରଣା କରାଯାଇଛି ।
"ହାଲୁକା ମଣିଷ'- ଏହି ବହିଟିର ଓଡ଼ିଆ ଅନୁବାଦ ଆମର ଓଡ଼ିଆ ପାଠକଙ୍କ ଉଦ୍ଦେଶ୍ୟରେ ଏକ ବୌଦ୍ଧିକ ପ୍ରୟାସ ମାତ୍ର ।
Detaljer
- Sidetal312
- Udgivelsesdato21-11-2021
- ISBN139781645602279
- Forlag BLACK EAGLE BOOKS
- FormatPaperback
- Udgave0
Størrelse og vægt
10 cm
Anmeldelser
Vær den første!
Log ind for at skrive en anmeldelse.